• Open Daily: 10am - 10pm
    Alley-side Pickup: 10am - 7pm

    3038 Hennepin Ave Minneapolis, MN
    612-822-4611

Open Daily: 10am - 10pm | Alley-side Pickup: 10am - 7pm
3038 Hennepin Ave Minneapolis, MN
612-822-4611
Bhala Galpa: Bhumi O Bhumika

Bhala Galpa: Bhumi O Bhumika

Paperback

Literary Criticism

ISBN10: 1645604012
ISBN13: 9781645604013
Publisher: Black Eagle Books
Published: May 29 2023
Pages: 186
Weight: 0.53
Height: 0.43 Width: 5.50 Depth: 8.50
Language: Oriya

ଭଲ ଗଳ୍ପ ଭୂମି ଓ ଭୂମିକା' ବହିଟିର ପରିକଳ୍ପନା ଅନେକ ଦିନର । ୧୯୮୮ରେ 'ସମ୍ବାଦ'ର ସାହିତ୍ୟ ପୃଷ୍ଠା ସଂଯୋଜନା କରୁଥିବା ବେଳେ, ମଝିରେ ମଝିରେ ସେଥିରେ ନୂଆ ନୂଆ ଫିଚର୍ ଉପସ୍ଥାପନ କରିବା ଲାଗି ଚେଷ୍ଟା କରୁଥାଏ । ତା ଭିତରୁ ଗୋଟିଏ ଥିଲା 'ଭଲ ଗପ କହିଲେ ଆପଣ କ'ଣ ବୁଝନ୍ତି' ବିତର୍କ । ଏ ପ୍ରଶ୍ନଟି ସର୍ଜନଶୀଳ ଲେଖକଲେଖିକାଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ଯେତେବେଳେ ବି ମୁଁ କ୍ଷୁଦ୍ରଗଳ୍ପର ଭୂମିକା ବା ପରିଭାଷା ସମ୍ପର୍କରେ ଯାହା କିଛି ପଢ଼ିଛି ସେତେବେଳେ କୌଣସି ଇଂରେଜୀ କିମ୍ବା ବଙ୍ଗଳା ଲେଖକଙ୍କ ଉଦ୍ଧୃତି ପଢ଼ିବାକୁ ପାଇଛି । ଓଡ଼ିଆ ସାହିତ୍ୟର ଶ୍ରେଣୀକକ୍ଷରେ ମଧ୍ୟ ସେହି ଅବସ୍ଥା । ଏକଥା ଦେଖିଲାବେଳେ ମନରେ ପ୍ରଶ୍ନ ଉଠିଛି, ଓଡ଼ିଶାର ଛାତ୍ରଛାତ୍ରୀ, ପାଠକପାଠିକା କଣ ସବୁବେଳେ ଇଂରେଜୀ, ହିନ୍ଦୀ ବା ବଙ୍ଗଳା ଲେଖକଙ୍କ ଉଦ୍ଧୃତି (ତାହା ପୁଣି କୋଉ କାଳର) ପଢୁଥିବେ, ନିଜ ଭାଷା ସାହିତ୍ୟର ରଥୀ ମହାରଥୀଙ୍କ ମତ, ମନ୍ତବ୍ୟ ପଢ଼ିବେ ନାହିଁ! ମୋ ପାଇଁ ଆନନ୍ଦର କଥା ଯେ, ବହୁ ବିଶିଷ୍ଟ ଲେଖକ ସେତେବେଳେ ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ ଓ ପ୍ରାୟ ଛଅ ମାସ ପର୍ଯ୍ୟନ୍ତ ଏହି ବିତର୍କଟି ନିୟମିତ ଭାବେ 'ସମ୍ବାଦ'ରେ ପ୍ରକାଶ ପାଇଥିଲା ।

Also from

Das, Gourahari

Also in

Literary Criticism