• Open Daily: 10am - 10pm
    Alley-side Pickup: 10am - 7pm

    3038 Hennepin Ave Minneapolis, MN
    612-822-4611

Open Daily: 10am - 10pm | Alley-side Pickup: 10am - 7pm
3038 Hennepin Ave Minneapolis, MN
612-822-4611
Bharatiya Musalaman Parichiti O Samasya

Bharatiya Musalaman Parichiti O Samasya

Paperback

Letters & EssaysGeneral SociologyGeneral World History

ISBN10: 1645608263
ISBN13: 9781645608264
Publisher: Black Eagle Books
Published: Jan 12 2026
Pages: 146
Weight: 0.39
Height: 0.34 Width: 5.50 Depth: 8.50
Language: Oriya

ଭାରତର ମୁସଲମାନମାନଙ୍କର ସମସ୍ୟା ଉମାକାନ୍ତ ମହାପାତ୍ର ଯେପରି ଅନୁଶୀଳନ କରିଛନ୍ତି, ସେହିପରି ଅନୁଶୀଳନ ଓଡ଼ିଶାରେ ନଥିଲା, ଅନ୍ୟ ଭାରତୀୟ ଭାଷାରେ ବି ବିରଳ। ବିପୁଳ ତଥ୍ୟସମ୍ଭାର ଉପରେ ପ୍ରତିଷ୍ଠିତ ଏ ଅନୁଶୀଳନ କେବଳ ଲେଖକଙ୍କର ପାଣ୍ଡିତ୍ୟର ପରିଚାୟକ ନୁହେଁ, ତାଙ୍କର ଉଦାର, ସହାନୁଭୂତି ସମ୍ପନ୍ନ ଦୃଷ୍ଟିଭଙ୍ଗୀର ପରିଚାୟକ ମଧ୍ୟ। ଭାରତର ଇସଲାମ ଧର୍ମାବଲମ୍ବୀମାନଙ୍କୁ ସେ ଅନ୍ୟ ଭାରତୀୟଙ୍କଠାରୁ ଅଲଗା କରି ଦେଖିନାହାନ୍ତି। କେଉଁ କେଉଁ କାରଣବଶତଃ ସେମାନେ ଅନ୍ୟମାନଙ୍କ ତୁଳନାରେ ଅନଗ୍ରସର ତାହା ତର୍ଜମା କରିଛନ୍ତି ଏବଂ କ'ଣ କରାଗଲେ ସେମାନେ ନିଜର ସାମର୍ଥ୍ୟର ପ୍ରତିବନ୍ଧକଗୁଡ଼ିକୁ ଅତିକ୍ରମ କରି ଏକ ସମୃଦ୍ଧ, ପ୍ରଶସ୍ତତର ଜୀବନଯାପନ କରିପାରିବେ ତାହା ଦର୍ଶାଇଛନ୍ତି। ମୌଳବାଦର ପ୍ରବକ୍ତାମାନେ କିମ୍ବା ସେମାନଙ୍କ ସହାୟତାରେ ନିଜର ପ୍ରତିଷ୍ଠା ବଢ଼ାଇବାକୁ ଉଦ୍]ଗ୍ରୀବ ରାଜନୈତିକ ଦଳମାନେ ଜନସାଧାରଣଙ୍କର ଅସଲ ସମସ୍ୟା ବୁଝନ୍ତି ନାହିଁ। ତା'ର ଦୂରୀକରଣ ପାଇଁ ଆବଶ୍ୟକ ନିଷ୍ଠା ବା ସାମର୍ଥ୍ୟ ତାଙ୍କର ନ ଥାଏ; ସେମାନେ କେତୋଟି ନକଲି ସମସ୍ୟା ଉଦ୍]ଭାବନ କରି ସେଗୁଡ଼ିକୁ ପ୍ରକୃତ ସମସ୍ୟା ବୋଲି ଅଭିହିତ କରନ୍ତି। ନକଲି ସମସ୍ୟାର ସମାଧାନ ଗୋଟିଏ ଭାବରେ ସମ୍ଭବ। ସମସ୍ୟାଟି ନକଲି ବୋଲି ବୁଝି ତାକୁ ଉସ୍]କାଉଥିବା ଖଳ ଚରିତ୍ରମାନଙ୍କ ପ୍ରଭାବରୁ ନିଜକୁ ମୁକ୍ତ କରିବା। କିନ୍ତୁ ଜନସାଧାରଣ ଯଦି ସେମାନଙ୍କର ପ୍ରକ

Also from

Mahapatra, Umakanta

Also in

General World History