• Open Daily: 10am - 10pm
    Alley-side Pickup: 10am - 7pm

    3038 Hennepin Ave Minneapolis, MN
    612-822-4611

Open Daily: 10am - 10pm | Alley-side Pickup: 10am - 7pm
3038 Hennepin Ave Minneapolis, MN
612-822-4611
Khetapurana

Khetapurana

Paperback

Indic LanguagesGeneral Poetry

ISBN10: 1645601714
ISBN13: 9781645601715
Publisher: Black Eagle Books
Published: Mar 8 2021
Pages: 66
Weight: 0.21
Height: 0.16 Width: 5.50 Depth: 8.50
Language: Oriya

ନିଃସନ୍ଦେହରେ ଖେତପୁରାଣ ଅଖିଳଙ୍କ ଏକ ଅନବଦ୍ୟ କୃତି । ଏଥିରେ ସନ୍ନିହିତ ପ୍ରତେକ୍ୟଟି କବିତା କାହାଣୀ ଧର୍ମୀ । କବିତାର ଶବ୍ଦଚର୍ଯ୍ୟା ସରଳ ଓ ଲୌକିକତାରେ ସୌନ୍ଦର୍ଯ୍ୟବନ୍ତ । ଲକ୍ଷଣୀୟ ଭାବରେ ଏଥିରେ କଳାହାଣ୍ଡି ମାଟିର ଭାଷାର, ମୂଳନିବାସୀ ସଂସ୍କୃତିର ସମସ୍ତ ସରଳ ମାଧୁର୍ଯ୍ୟକୁ ଭେଟିହୁଏ । ସର୍ବୋପରି କବିତାଗୁଡ଼ିକରେ ଲୋକଗୀତଛନ୍ଦର ସଫଳ ପ୍ରୟୋଗ ଓ ପ୍ରତିଫଳନ ଓଡ଼ିଆ ସାହିତ୍ୟ ପାଇଁ ଅବଶ୍ୟ ଦୃଷ୍ଟାନ୍ତମୂଳକ ଭାବରେ ଅଭିନବ ଶ୍ରୁତି ସୁଖଦ । ଖେତପୁରାଣ ପ୍ରଚଣ୍ଡ ପ୍ରତିସ୍ପର୍ଦ୍ଧା ସହ ନିମ୍ନଜନର ସାଂସ୍କୃତିକ ସୌନ୍ଦର୍ଯ୍ୟଶାସ୍ତ୍ରକୁ କେବଳ ରୁଦ୍ଧିମନ୍ତ କରେ ନାହିଁ, ବ୍ରାହ୍ମଣ୍ୟବାଦୀ- ପୁଞ୍ଜିବାଦୀ ବ୍ୟବସ୍ଥା ବିରୁଦ୍ଧରେ ଏକ ଜୀବନ୍ତ ପ୍ରତିରୋଧକୁ ଆଗେଇ ନେବାର କାବ୍ୟିକ ସାମର୍ଥ୍ୟ ରଖେ । ଖେତପୁରାଣରେ ମୂଳନିବାସୀର ଅସ୍ମିତାବୋଧ ଏକ ଶ୍ରେଣୀ ସଂଘର୍ଷରେ ପ୍ରତିଷ୍ଠିତ ହୁଏ । ଏଥିରେ ସନ୍ନିହିତ ଯେକୌଣସି କବିତା ଆମୂଳଚୂଳ ଏହାର ସୁଦୃଷ୍ଟାନ୍ତ, ଯାହା ସାଧାରଣ ପାଠକଟିଏ ମଧ୍ୟ ହୃଦ୍]ବୋଧ କରିପାରେ । ଯେତେବେଳେ କବିତା ପାଠକଠାରୁ ଦୂରେଇଯାଉଛି ବୋଲି ହୁରିପଡ଼ିଛି, ଖେତପୁରାଣ ସେହି କୁଣ୍ଠିତ ଧାରା ବିପକ୍ଷରେ ଏକ ଶକ୍ତିଶାଳୀ ବିକଳ୍ପ ସୃଜନ ବୋଲି କୁହାଯାଇପାରେ । ଓଡ଼ିଆ କାବ୍ୟ ସାହିତ୍ୟରେ ଅଖିଳଙ୍କ ଏହି ସଂକଳନସ୍ଥ କବିତାଗୁଡ଼ିକ ଜନବାଦୀଧାରାର ଏକ ଏକ କ୍ଲାସିକ୍ ସୃଷ୍ଟି ରୂପରେ ନିଶ୍ଚୟ ଜନାଦୃତ ହେବ &

Also in

General Poetry