Madachandia O Anyamane
Paperback
ISBN13: 9781645605904
Publisher: Black Eagle Books
Published: Oct 6 2024
Pages: 156
Weight: 0.45
Height: 0.36 Width: 5.50 Depth: 8.50
Language: Oriya
ପୁସ୍ତକ 'ମଡ଼ାଚଣ୍ଡିଆ ଓ ଅନ୍ୟମାନେ'ରେ ସ୍ଥାନିତ ହୋଇଛି ବାଇଶିଟି ଗଳ୍ପ । ଏଥିରେ ଅଧିକାଂଶ ଗଳ୍ପର ଚରିତ୍ରଗୁଡ଼ିକ ବିଲୁପ୍ତ ପ୍ରାୟ । ଗାଁ ଗହଳି ମାନଙ୍କରେ ଏବେ କ୍ୱଚିତ୍ ଆସୁଛନ୍ତି ଆଖି ସାମ୍ନାକୁ । ଏବେ ଦେଖିବାକୁ ମିଳୁନାହାନ୍ତି ହୁଏତ ଆଉ କିଛିବର୍ଷ ପରେ ଶୁଣିବାକୁ ବି ମିଳିବେନି । 'ମଡ଼ାଚଣ୍ଡିଆ', 'ସାହାଡ଼ାସୁନ୍ଦରୀ', 'ଜାନୁଘଣ୍ଟ', 'ବାଳିକାବଧୂ' ପରି ଏମିତି ଆହୁରି କିଛି ଚରିତ୍ର ବି ଏଥିରେ ସ୍ଥାନିତ, ଯେଉଁମାନେ କି ଆଜିର ପିଢ଼ି ପାଖରେ ସମ୍ପୂର୍ଣ୍ଣ ଅପରିଚିତ କହିଲେ ଚଳେ । ଯେଉଁସବୁ ଶବ୍ଦ ବା ଚରିତ୍ରମାନଙ୍କୁ ପିଲାଦିନରୁ ଶୁଣି ଶୁଣି ମୁଁ ମୋ ଅବଚେତନ ମନ ଭିତରେ ସାଇତି ରଖିଥିଲି ଆଜିଯାଏ, ସେ ସବୁ ଶବ୍ଦ ଆଉ ଚରିତ୍ରମାନେ ଆଜିକାଲିର ପିଲାମାନଙ୍କ ପାଇଁ ଅଭିଧାନ ବହିର୍ଭୁତ । ମୁଁ ଖୁବ୍ ଛୋଟବେଳୁ ମୋ ଜେଜେମା\' ପାଖରୁ ଅନେକବାର ଶୁଣିଛି ସାହାଡ଼ାସୁନ୍ଦରୀ କଥା, କଲୁରୀବେଣ୍ଟ କଥା, କଲରେଇ ଫୁଲ କଥା ପରି ଅନେକ ଗପ । ଆଜିକାଲିର ଛୁଆ ଏମାନଙ୍କୁ କେତେ ଚିହ୍ନନ୍ତି!
ମୋ ପିଲା ମନରେ ସେତେବେଳେ ଖୁବ୍ ପ୍ରଭାବ ପକେଇଥିବା ଆଉ ଛାପିହୋଇ ରହି ଯାଇଥିବା ଚରିତ୍ରମାନଙ୍କୁ ମୁଁ କେବଳ ସାଇତି ରଖିବାକୁ ଚାହିଁଛି ମୋ ଲେଖା ମାଧ୍ୟମରେ ଏହି ସଙ୍କଳନରେ ସ୍ଥାନିତ କରି । ମୋ ଜୀବନର ଅପରାହ୍ନରେ, କାଳର କରାଳ ଗତି ଭିତରେ ହୁଏତ ଏମାନେ ଆଉ ଆଦୌ ନ ଥାଇ ପାରନ୍ତି । କିନ୍ତୁ ସେତେବେଳେ ଯେବେବି ମୁଁ ମୋର ଏହି ବହିକୁ ପଢ଼ିବି, ନିଶ୍ଚୟ ମନେପଡ଼ିବ ମୋର ମୋ ପିଲାଦି
Also from
Mishra, Rozalini
Also in
General Fiction
Elizabeth Spencer: Novels & Stories (Loa #344): The Voice at the Back Door / The Light in the Piazza / Knights and Dragons / Stories
Spencer, Elizabeth
Hardcover
Anniversaries, Volume 2: From a Year in the Life of Gesine Cresspahl, April 1968-August 1968
Johnson, Uwe
Paperback
Johnny Panic and the Bible of Dreams: Short Stories, Prose, and Diary Excerpts
Plath, Sylvia
Paperback
Selected Writings: Robert Musil: Young Torless, Three Women, the Perfecting of a Love, and Other Writings
Agee, Joel
Musil, Robert
Paperback
Before Gatsby: The First Twenty-Six Stories
Bruccoli, Matthew J.
Baughman, Judith
Fitzgerald, F. Scott
Paperback
