Prabasi Bandhu O Abhasi Bandhuta
Paperback
General FictionLiterary Fiction
ISBN13: 9781645602873
Publisher: Black Eagle Books
Published: Jun 13 2024
Pages: 160
Weight: 0.46
Height: 0.37 Width: 5.50 Depth: 8.50
Language: Oriya
ଗୋଟେ ଯାଯାବର ହୁଏତ ଭିନ୍ନ ମନ ନେଇ ଜନ୍ମ ହୋଇଥାଏ କିମ୍ବା ଅଲଗା ରୂପେ ଗଢ଼ି ହୋଇଯାଇଥାଏ ତା'ର ମନ ! ତାହା ପମ୍ପାସ୍ ହେଉ କି ଡାଉନ୍]ସ, ପେରି ହେଉ କି ଷ୍ଟେପି, କାଣ୍ଟବରି ହେଉ କି ସାଭାନ୍ନା - ତା' ଉପରେ ଚଲାବୁଲା କରୁଥିବା ମଣିଷମାନଙ୍କର ଭାଗ୍ୟ ଓ ମନ ବୋଧହୁଏ ଗୋଟିଏ ପ୍ରକାରର ହିଁ ହୋଇଥାଏ । ନିଜ ଦଳର ଲୋକମାନଙ୍କ ସହ ମିଶି ପାଳିତ ପଶୁଙ୍କୁ ନେଇ କେଉଁଠି ଗୋଟେ ଡେରା ପକାଇବେ । ହୁଏତ ସେଇଠି ତମ୍ବୁ ବାନ୍ଧିଥିବେ ଆଉ କେତୋଟି ଦଳ । ଅନ୍ୟ ଦଳର କାହା କାହା ସହ ଦେଖା ହୋଇପାରେ । ବନ୍ଧୁତା ବି । ଦିନେ କିନ୍ତୁ ସେଇ ଅଞ୍ଚଳର ଘାସ ଯେତେ ସରିଆସିବ । ଦଳଟିମାନ ପେଡ଼ିପୁଟୁଳି ବାନ୍ଧି ଭିନ୍ନ ଭିନ୍ନ ଦିଗରେ ମୁହାଁଇବେ ।
କିଏ ଜାଣେ, ବନ୍ଧୁତା ହୋଇଥିବା ମଣିଷଟି ସହ ଆଉ କେବେ ଦେଖାହେବ ନା ନାହିଁ ? ଯଦି ବା ଦେଖାହୁଏ, କେତେଦିନ ପରେ ଦେଖାହେବ ଓ କ'ଣ ସବୁ ପରିବର୍ତ୍ତନ ଘଟିସାରିଥିବ ଏଇ ସମୟ ଖଣ୍ଡରେ ।
Also from
Mohanty, Sriprasad
Also in
Literary Fiction
Elizabeth Spencer: Novels & Stories (Loa #344): The Voice at the Back Door / The Light in the Piazza / Knights and Dragons / Stories
Spencer, Elizabeth
Hardcover
James Fenimore Cooper: The Leatherstocking Tales Vol. 1 (Loa #26): The Pioneers / The Last of the Mohicans / The Prairie
Cooper, James Fenimore
Hardcover
The Underworld U.S.A. Trilogy, Volume I: American Tabloid, the Cold Six Thousand; Introduction by Thomas Mallon
Ellroy, James
Hardcover
The Strange Case of Dr. Jekyll and Mr. Hyde and Other Stories (Barnes & Noble Classics Series)
Stevenson, Robert Louis
Paperback
Johnny Panic and the Bible of Dreams: Short Stories, Prose, and Diary Excerpts
Plath, Sylvia
Paperback
The Patrick Melrose Novels: Never Mind, Bad News, Some Hope, and Mother's Milk
St Aubyn, Edward
Paperback
