• Open Daily: 10am - 10pm
    Alley-side Pickup: 10am - 7pm

    3038 Hennepin Ave Minneapolis, MN
    612-822-4611

Open Daily: 10am - 10pm | Alley-side Pickup: 10am - 7pm
3038 Hennepin Ave Minneapolis, MN
612-822-4611
Gitanjali

Gitanjali

Paperback

Poetry CriticismGeneral Poetry

ISBN10: 164560585X
ISBN13: 9781645605850
Publisher: Black Eagle Books
Published: Oct 13 2024
Pages: 190
Weight: 0.54
Height: 0.44 Width: 5.50 Depth: 8.50
Language: Oriya

୧୯୦୨ରୁ ୧୯୦୭ ମସିହା ଭିତରେ ତାଙ୍କର ପତ୍ନୀ, ୧୪ ବର୍ଷୀୟା କନ୍ୟା, ପିତା ଏବଂ ୧୧ ବର୍ଷୀୟା ପୁତ୍ରର ମୃତ୍ୟୁ ଫଳରେ ଉତ୍ପନ୍ନ ଦୁଃଖ ତାଙ୍କର ପରବର୍ତ୍ତୀ କବିତାଗୁଡ଼ିକରେ ପରିଲିକ୍ଷିତ ହୁଏ। ୧୯୧୦ ମସିହାରେ ତାଙ୍କର ବଙ୍ଗଳାରେ ଲେଖା ଗୀତାଂଜଳି ପ୍ରକାଶ ପାଏ। ୧୯୧୨ ମସିହାରୁ ଏହି ଗୀତାଂଜଳିରୁ ୫୩ଟି କବିତାକୁ ଇଂରେଜୀରେ ଅନୁବାଦ କରି ଇଂରେଜୀ ଗୀତାଂଜଳି (Gitanjali)ରେ ସନ୍ନିବିଷ୍ଟ କରିଛନ୍ତି ଆଉ ତାଙ୍କର ଅନ୍ୟାନ୍ୟ ୯ଟି ପୁସ୍ତକରୁ ୫୦ଟି କବିତାର ଇଂରେଜୀ ଅନୁବାଦକୁ ମିଶାଇ ସର୍ବମୋଟ ୧୦୩ଟି କବିତା ସେଥିରେ ରହିଛି, ଯାହା ପ୍ରକାଶ ପାଇଥିଲା ୧୯୧୨ ମସିହାରେ। ଡବ୍ଲ୍ୟୁ. ବି. ୟିଟ୍ସ ଏବଂ ଆନ୍ଦ୍ରେ ଗିଡେ ତାହାର ପ୍ରଶଂସା କରିଛନ୍ତି, ଆଉ ୧୯୧୩ ମସିହାରେ ସେହି ପୁସ୍ତକଟି ପାଇଁ ତାଙ୍କୁ ନୋବେଲ୍ ପୁରସ୍କାର ପ୍ରଦାନ କରାଯାଇଛି। ସାହିତ୍ୟରେ ନୋବେଲ ପୁରସ୍କାର ପାଇବାର ଏସିୟା ମହାଦେଶରେ ସିଏ ଥିଲେ ପ୍ରଥମ ବ୍ୟକ୍ତି।

40 different editions

Also available

Also from

Tagore, Rabindranath

Also in

Poetry Criticism