Bhata Khoju Khoju
Paperback
Poetry CriticismGeneral Poetry
ISBN13: 9781645602736
Publisher: Black Eagle Books
Published: Aug 7 2022
Pages: 164
Weight: 0.47
Height: 0.38 Width: 5.50 Depth: 8.50
Language: Oriya
କବି ବାସୁଦେବ ସୁନାନୀଂକ ନବମ କବିତା ପୁସ୍ତକ ହେଉଛି ଭାତ ଖୋଜୁଖୋଜୁ । ବାସୁଦେବ କଳ୍ପନାରେ ବିଶ୍ବାସ ନ କରି ବାସ୍ତବତା ଉପରେ ନିଜର ବିଚାର ଓ ଚିନ୍ତନକୁ କେନ୍ଦ୍ରୀଭୁତ କରି ଥା'ନ୍ତି । ତାଂକ କବିତା ସବୁବେଳେ ସୂକ୍ଷ୍ମ ଜବକାଚ ଭଳି, ଯେଉଁ ଜବକାଚ ମାଧ୍ଯମରେ ଜଣେ ପାଠକ, ସ୍ପଷ୍ଟ ଭାବରେ ଦେଖି ପାରିଥାଏ ସାଂପ୍ରତିକ ସମାଜର ଅସଂଗତି ଓ ଅବ୍ଯବସ୍ଥା । କବିତା ସବୁକୁ ପଢିଲେ ପାଠକ ଅନେକ କଥା, ଘଟଣା, ସ୍ଥିତି ସହ ଭେଟହେବ ଯେମିତି ଚାଷୀର ସମସ୍ଯା ଓ ତତ୍ ଜନିତ ପ୍ରତିବାଦ, ନାରୀ ନିର୍ଯ୍ଯାତନା, ଧର୍ଷଣ, ଜାତିବାଦ, ବ୍ରାହ୍ମଣବାଦ, ବର୍ତମାନର ରାଜନୀତି ଓ ଗଣତନ୍ତ୍ରର ଅବସ୍ଥା, କରୋନା କାଳର ହା...ହା...କାର, ବିକାଶର ପରିଭାଷା,ସାମ୍ରାଜ୍ଯବାଦ ବିପକ୍ଷରେ ସ୍ବର ସହ ଭୋକର କଲବଲ, ଏମିତି ଅନେକ ଛବିକୁ କବିତାରେ ତିତ୍ରାୟିତ କରିଛନ୍ତି । ଏ କବିତାମାନ ସୁଖପାଠ୍ଯ କେବଳ ନୁହେଁ ବରଂ ଇତିହାସ, ସାଂପ୍ରତିକ ସାମାଜିକ ଅବସ୍ଥା, ଅର୍ଥନୀତି ତଥା ଧାର୍ମିକ ସ୍ଥିତି, ଇତ୍ଯାଦିକୁ ବୁଝିବା ପାଇଁ ବୌଦ୍ଧିକ ଇଂଦନ ଯୋଗାଉ ଥିବା ଏକ ନିଆରା ଦସ୍ତାବିଜ।
ଭାତ ଖୋଜୁଖୋଜୁର କବିତା ସବୁ ପଢିଲେ ଏକ ନିଶ୍ଚିତ ଧାରଣା ସୃଷ୍ଟି ହୁଏଯେ କବି ଜଣେ ସମାଜର ବୌଦ୍ଧିକ ପ୍ରତିନିଧି ଅଟେ । ଆଶା, ଏ କବିତା ବହି ପାଠକୀୟ ପ୍ରେମଲାଭ କରିବ ।
Also in
Poetry Criticism
The Poet's Companion: A Guide to the Pleasures of Writing Poetry
Addonizio, Kim
Laux, Dorianne
Paperback
Letters to a Young Poet: With the Letters to Rilke from the ''Young Poet''
Rilke, Rainer Maria
Kappus, Franz Xaver
Searls, Damion
Hardcover
Poem a Day: 366 Poems, Old and New - One for Each Day of the Year
Albery, Nicolas
McCosker, Karen
Paperback
Faeries, Sprites & Malevolent Spirits: An Anthology of Classic Poetry & Stories
Thorne, Aurora
Hardcover
Flint and Feather: The Complete Poems of E. Pauline Johnson, Tekahionwake (1922)
Johnson, E. Pauline
Paperback
Poetry from Spaceship Earth: Empire and Ecology in Post-1945 American Poetry
Rahimtoola, Samia
Paperback
The Answer / La Respuesta (Expanded Edition): Including Sor Filotea's Letter and New Selected Poems
de la Cruz, Sor Juana Inés
Paperback
The Enclosures of Free Verse: Racializing Poetic Form in the Modernist Era
Kappeler, Erin Joyce
Paperback
Toward a Living Archive of African Poetry: Kwame Dawes and Chris Abani on the New-Generation African Poets Chapbook Series
Dawes, Kwame
Abani, Chris
Paperback
Leaves of Grass: The Complete 1855 and 1891-92 Editions: A Library of America Paperback Classic
Whitman, Walt
Paperback
